Odia Grammar mix mcq questions | odia Grammar Pdf | Odia grammar questions for osssc,ossc,Si | Expected questions with Answers for osssc ossc Si | most important odia grammar questions for all competitive exams.

Odia Grammar mix mcq questions | odia Grammar Pdf |Most important odia grammar questions for all competitive exams


 Most Important Odia Grammar MCQ Questions With Answers Bellow.

    Most important Simple Interest and Compound Interest Questions with Answers

     Compound interest questions are provided here to help the students understand the applications of compound interest in our daily existence. As we know, compound interest is one of the important mathematical concepts that can be applied in many financial transactions. 

WATCH NOW



1. ନିମ୍ନଲିଖୁତ ଶବ୍ଦମାନଙ୍କ ମଧ୍ୟରୁ କେଉଁଟି ମୌଳିକ ଶବ୍ଦ ନୁହେଁ ?

(A) ପାଣି

(B) ବୈଜ୍ଞାନିକ

(C) ପତ୍ର

(D) ଭାତ

2. ଯେଉଁ ସଂସ୍କୃତ ଶବ୍ଦଗୁଡ଼ିକ ଓଡ଼ିଆ ଭାଷାରେ ଅବିକଳ ବ୍ୟବହୃତ ହୁଏ, ତାକୁ କ’ଣ କହନ୍ତି ?

(A) ତତ୍ଭବ

(B) ତତ୍ସମ

(C) ଦେଶଜ

(D) ବୈଦେଶିକ

3. ଯେଉଁ ସଂସ୍କୃତ ଶବ୍ଦଗୁଡ଼ିକ ସାମାନ୍ୟ ପରିବର୍ତ୍ତିତ ହୋଇ ଓଡ଼ିଆରେ ବ୍ୟବହୃତ ହୁଏ ତାକୁ କଣ କହନ୍ତି ?

(A) ତତ୍ସମ

(B) ତତ୍ଭବ 

(C) ଦେଶଜ

(D) ବୈଦେଶିକ

4. ତତ୍ସମ, ତତ୍ଭବ ଶବ୍ଦରେ ଥିବା ‘ତତ୍’ କେଉଁ ଅର୍ଥରେ ବ୍ୟବହୃତ ?

(A) ଭଗବାନ

(B) ଈଶ୍ଵର

(C) ସତ୍

(D) ସଂସ୍କୃତ

5. ଯେଉଁ ଶବ୍ଦଗୁଡ଼ିକ ଲୋକମାନଙ୍କ ମୁହଁରୁ ଆପେ ଆପେ ବାହାରି ଆସିଥାଏ, ତାକୁ କ’ଣ କହନ୍ତି ?

(A) ତତ୍ସମ

(B) ତଭବ

(C) ଦେଶଜ

(D) ବୈଦେଶିକ

6. ନିମ୍ନୋକ୍ତ ଶବ୍ଦମାନଙ୍କ ଭିତରୁ କୃଦନ୍ତ ?

(A) ଭାଗିନେୟ

(B) ଦାଢ଼ିଆ

(C) ଭୋଜନ

(D) ପାଟରା

7. ଓଡ଼ିଆ ଭାଷାର ପ୍ରକୃତ ମୌଳିକତା କେଉଁ ପ୍ରକାର ଶବ୍ଦରେ ଥାଏ ?

(A) ତତ୍ସମ

(B) ତତଭବ

(C) ଦେଶଜ

(D) ବୈଦେଶିକ

8. କେଉଁଟି ବୈଦେଶିକ ଶବ୍ଦ ?

(A) ଆବାସ

(B) ଉଆସ

(C) ଟେବୁଲ

(D) ଭାତ

9. ନିମ୍ନଲିଖିତ ବୈଦେଶିକ ଶବ୍ଦମାନଙ୍କ ମଧ୍ୟରୁ କେଉଁଟି ପାରସୀ ଭାଷାରୁ ଆସି ଆମ ଭାଷାରେ ଚଳୁଛି ?

(A) କାମିଜ

(B) ଅଇନା

(C) ଗାଳିଷ୍ଟ

(D) ଟାଜନ


10. କେଉଁ ଶବ୍ଦଟି ଅନ୍ୟ ତିନୋଟିଠାରୁ ପୃଥକୁ ଚିହ୍ନାଅ ।

(A) ଖାଦ୍ୟ

(B) ଖୋଦନ

(C) ବୃକ୍ଷ

(D) ଗିନା

11. କାଠ, ପଥର, ତାଳପତ୍ର, କାଗଜ ଆଦିର ଚିକ୍କଣ ପୃଷ୍ଠାରେ ଧ୍ବନି ଲେଖା ହେଇଥିବାରୁ ତାକୁ କ’ଣ କୁହାଯାଏ ?

(A) ଲିପି

(B) ବର୍ଣ୍ଣ

(C) ଅକ୍ଷର

(D) କ୍ଷର

12. ଧ୍ଵନିକୁ ଏକ ନିର୍ଦ୍ଦିଷ୍ଟ ଆକାର ଦେଉଥିବାରୁ ତାକୁ କ’ଣ କହନ୍ତି ?

(A) ଲିପି

(B) ଅକ୍ଷର

(C) ଆକୃତି

(D) ବର୍ଣ୍ଣ

13. ଥର କୁ ଥର ପିଲାଟି ମେଲେରିଆ ର ଶିକାର ହେଉଛି । - ଏଠାରେ "ଥର କୁ ଥର" କେଉଁ ପ୍ରକାର ଅବୟ ?

(A) ବିଭକ୍ତି ସୂଚକ

(B) ପଦାନ୍ଵୟୀ 

(C) ସଂଯୋଜକ 

(D) ବିପ୍ସାର୍ଥକ

14. ସ୍ବର ଧ୍ବନି କାହାକୁ କହନ୍ତି ?

(A) ଯେଉଁ ଧ୍ବନି କାହାର ସାହାଯ୍ୟ ନେଇ ଆପେ ଆପେ ଉଚ୍ଚାରିତ ହୁଏ ।

(B) ଯେଉଁ ଧ୍ୱନି ଅନ୍ୟର ସାହାଯ୍ୟ ନେଇ ଉଚ୍ଚାରିତ ହୁଏ ।

(C) ଯେଉଁ ଧ୍ୱନି ଅନ୍ୟର ଅକୁ ସାହାଯ୍ୟରେ ଢ଼ଳାରିତ ।

(D) ଯେଉଁ ଧ୍ୱନି ଅନ୍ୟର ବହୁତ ସାହାଯ୍ୟ ନେଇ ଉଚ୍ଚାରିତ ।


15. ସ୍ବର ଧ୍ବନି ସାହାଯ୍ୟରେ ଯେଉଁ ଧ୍ବନି ଉଚ୍ଚାରିତ ହୁଏ ତାକୁ କ’ଣ କହନ୍ତି ?

(A) ସ୍ଵର ବର୍ଣ୍ଣ

(B) ବ୍ୟଞ୍ଜନ ବର୍ଣ୍ଣ

(C) ମିଶ୍ରିତ ସ୍ଵରବର୍ଣ୍ଣ

(D) ଯୁକ୍ତ ବର୍ଣ୍ଣ

16. ପ୍ରାଥମିକ ସ୍ତର ପାଠ୍ୟ ପୁସ୍ତକରେ କେତୋଟି ସ୍ଵର ବର୍ଣ୍ଣ ଶିକ୍ଷା ଦିଆଯାଏ ?

(A) ଏଗାରଟି

(B) ବାରଟି

(C) ଷୋହଳଟି

(D) ଛଅଟି

17. ଗୁପ୍ତ କଥା ପ୍ରଘଟ କରିବା । ଏହି ଅର୍ଥ ବୁଝାଉଥିବା ଲୋକବାଣୀ ଟି କ'ଣ ?

(A) ତୁଣ୍ଡ ବାଇଦ ସହସ୍ର କୋଶ ।

(B) ତିନି ତୁଣ୍ଡ ରେ ଛେଳି କୁକୁର ।

(C) ସଭା ରେ ହାଣ୍ଡି ଭାଙ୍ଗିବା । 

(D) ଜାନ ଯାଉ ମାନ ଥାଉ ।

18. ସ୍ଵରବର୍ଣ୍ଣର ସଂକେତିକ ରୂପକୁ କ’ଣ କୁହାଯାଏ ?

(A) ଫଳା

(B) ମାତ୍ରା

(C) ସାକେତିକରୂପ

(D) ସଙ୍କେତ

19. ବ୍ୟଞ୍ଜନ ବର୍ଣ୍ଣର ସାଙ୍କେତିକ ରୂପକୁ କ’ଣ କୁହାଯାଏ ?

(A) ଫଳା

(B) ମାତ୍ରା

(C) ହଳନ୍ତ

(D) ଯୁକ୍ତାକ୍ଷର

20. ଫୁସଫୁସରୁ ଆସୁଥିବା ବାୟୁ ନିର୍ଗତ ହେବାବେଳେ ମୁଖର ଯେଉଁ ଯେଉଁ ଅଂଶକୁ ସ୍ପର୍ଶ କରେ ତାକୁ କ’ଣ କହନ୍ତି ?

(A) ବାୟୁଦ୍ଵାର

(B) ମୁଖଗହ୍ବର

(C) ସ୍ବରଯନ୍ତ୍ର

(D) କଥନ ଅଙ୍ଗ

21. ଜ୍ଞାପନ – ଏଥିରେ ଥିବା ଧାତୁଟିର ନାମ କଣ ?

A. ଜ୍ଞାପି

B. ଜ୍ଞାନ

C. କାପ

D. ଜ୍ଞାପ୍ତ

22. ରାଧେୟ ଏହା କେଉଁ ଅର୍ଥକୁ ପ୍ରକାଶ କରେ ?

A. ରାଧାଙ୍କର ସ୍ବାମୀ

B. ରାଧାଙ୍କର ପୁତ୍ର 

C. ରାଧାଙ୍କ ସମ୍ବନ୍ଧୀୟ

D. ରାଧାଙ୍କଠାରୁ ନ୍ୟୁନ

23. ଦର୍ଶନୀୟ’ ଶବ୍ଦରେ ବ୍ୟବହୃତ ମୂଳ ଧାତୁଟି କ’ଣ ?

A. ଦୃଶ୍

B. ଦର୍ଶ

C. ଦୁଶ୍

D. ଦୁ

24. ମୂଳଶବ୍ଦର ପୂର୍ବରୁ ବା ପରେ ଆଉ ଏକ ରୂପ ସଂଯୋଗକରି ନୂତନ ଶବ୍ଦ ଗଠନ କରାଯାଇଥିବା ଶବ୍ଦକୁ କି ଶବ୍ଦ କହନ୍ତି ?

A. ମୌଳିକ

B. ତଦ୍ଭାବ

C. ବ୍ୟୁତ୍ପନ୍ନ

D. ତସମ

25. ଅଜଣା- ଏଥିରେ ଥିବା ଉପସର୍ଗଟି କିଏ ?

A. ଅ

B .ଅଚ୍ଚ

C. ଅଜଣ’

D. ଅଜଣ + ଆ

26. ପାଠ + ଉଆ = ପାଠୁଆ ।

ଏଥିରେ ଭିଆ ପ୍ରତ୍ୟୟ କେଉଁ ଅର୍ଥରେ ହୋଇଛି ?

A. ଅଛି ଅର୍ଥରେ

B. ସଦୃଶ ଅର୍ଥରେ

C. ବୃରି ଅର୍ଥରେ

D. ସମ୍ପର୍କ ଅର୍ଥରେ

27. କେଉଁ ନାମ ଧତୁଟି ବିଶେଷଣ ପଦ ରୁ ଗଠିତ ?

A. ରଙ୍ଗେଇବା 

B. ଝାଳେଇବା 

C. ମୁଣ୍ଡେଇବା 

D. ବଙ୍କେଇବା  

28. ଦୁର୍ଘଟଣା- ଏହି ଶବ୍ଦରେ ଥିବା ଉପସର୍ଗଟି କିଏ ?

A. ଦୁ

B. ଦୁଃ

C. ଦୁର୍ 

D. ଦୂର

29. କେଉଁଟି ପର୍ଭୁଗୀଜ୍ ଶବ୍ଦ ବାଛ ?

A .ଗୀର୍ଜା

B .କରଜ

C .ଗାଲିଚା

D .ଚଷମା

30. ସିଡନ୍ତ ଧାତୁ ସାଧାରଣତଃ କେଉଁ ପଦରୁପେ ବ୍ୟବହୃତ ହୁଏ ?

A . କ୍ରିୟାପଦ

B . ବିଶେଷଣ ପଦ

C .ସର୍ବନାମ ପଦ

D . ବିଶେଷ୍ୟ ପଦ

31. ‘ଇନ୍ଦ୍ର’ ର ସ୍ତ୍ରୀଲିଙ୍ଗ ରୂପଟି କ’ଣ ?

A . ଇନ୍ଦ୍ରାବତୀ

B . ଇନ୍ଦ୍ରାଣୀ

C . ଈନ୍ଦ୍ରାଣୀ

D .ଐନ୍ଦ୍ରୀ

32. କେଉଁଟି ବିହଙ୍ଗ ର ପ୍ରତିଶବ୍ଦ ନୁହେଁ ?

A. ଭୂପ 

B. ଦ୍ୱିଜ 

C. ଖେଚର 

D. ଖଗ 

33. ସମ୍ପଦ "କାଳେ" ସର୍ବେ ସଖା -- ରେଖାଙ୍କିତ ପଦଟି କେଉଁ କାରକ ?

A . କର୍ତ୍ତା 

B . କରଣ 

C . ଅଧିକରଣ 

D . କର୍ମ 

34. "ପ୍ର--କ୍ଷିପ୍-- ଅନ୍" ---- ଏହି ପ୍ରକୃତି ପ୍ରତ୍ୟୟ ରୁ ସୃଷ୍ଟି ଶବ୍ଦଟି କ'ଣ ?

A . ପ୍ରକ୍ଷାଳନ 

B . ପ୍ରକ୍ଷେପଣ 

C . ପ୍ରକ୍ଷେପ 

D . ପ୍ରକ୍ଷାତ 

35. କେଉଁଟି ସକର୍ମକ କ୍ରିୟା ?

A . କାଶିବା 

B . ମାପିବା

C . ମରିବା 

D . କମ୍ପିବା 

36. ‘ଘୋଡା’ ଶବ୍ଦର ମୂଳ ସଂସ୍କୃତ ଶବ୍ଦଟି କ’ଣ ? ।

A .ଘୋଟକ

B .ଘଟକ

C .ଅଶ୍ଵ

D . ଗର୍ଦ୍ଦଭ 

37. କେଉଁଟି ତତ୍ସମ ଶବ୍ଦ ନୁହେଁ ?

A .ପର୍ବତ

B . ସଂସାର

C . ଘିଅ

D . ନଦୀ

38. 'ଦୀପ’ କହିଲେ କାହାକୁ ବୁଝାଯାଏ?

A . ଆଲୋକ ପ୍ରଦାନ କରୁ ନଥିବା ବସ୍ତୁ

B .ସୁଳବେଷ୍ଟିତ ଜଳଭାଗ

C . ଆଲୋକପ୍ରଦାନ କରୁଥିବା ବସ୍ତୁ

D .ଜଳବେଷ୍ଟିତ ଭୁଖଣ୍ଡ .

39. ମୌଳିକ ଶବ୍ଦ ତଥା ଧାତୁକୁ କ’ଣ କୁହାଯାଏ ?

A .ମୂଳରୂପ

B .ପ୍ରକୃତି

C . ପ୍ରାକୃତିକ

D .ବ୍ୟାପନ୍ନ ଶବ୍ଦ

40. ‘ଚଷମା’ – ଏହି ଶବ୍ଦଟି କେଉଁ ଭାଷାରୁ ଓଡିଆ ଭାଷାକୁ ଆସିଛି ?

A . ପର୍ତ୍ତୁଗୀଜ

B . ଯାବନିକ

C . ତୁର୍କୀ

D .ପାରସିକ

                  Next 1 2 3 ........

Answers:-

1.B

2.B

3.B

4.D

5.C

6.C

7.A

8.C

9.A

10.B

11.A

12.D

13.D

14.A

15.B

16.A

17.C

18.B

19.B

20.A

More Answers


Download PDF


You Must Read :- 

Most Important General Knowledge

Most Important Computer Questions

Arithmetic Sample Questions

Top Computer MS Office


For Video Class 👉 Click Here 















Post a Comment

0 Comments