Top 32 OSSSC GROUP-C(SFS, ARI, Amin, FG) ଓଡ଼ିଆ ବ୍ୟାକରଣ ପ୍ରଶ୍ନ
1. ବାକ୍ୟ ରେ କେଉଁ ଶବ୍ଦ ଲାଗିଲେ ତାହା ନାସ୍ତି ବାଚକ ହୋଇଥାଏ?
(A) ନାହିଁ (B) ହଁ
(C) କିନ୍ତୁ (D) ଓ
Correct Answer :- (A) ନାହିଁ
2. ବାକ୍ୟ ର ଆରମ୍ଭ ରେ ନିମ୍ନକ୍ତ କେଉଁ ଶବ୍ଦ ରହେ ? ନିମ୍ନକ୍ତ ମଧ୍ୟ ରୁ କେଉଁ ଟି ଠିକ ବାଛି ଲେଖ.
(A) କର୍ତ୍ତା (B) କ୍ରିୟା
(C) କର୍ମ (D) ଉଦ୍ୟେଶ୍ୟ
Correct Answer :- (A) କର୍ତ୍ତା
3. ବାକ୍ୟ ର ଶେଷ ରେ ନିମ୍ନକ୍ତ କେଉଁ ଶବ୍ଦ ରହେ ?
(A) କର୍ମ (B) କର୍ତ୍ତା
(C) କ୍ରିୟା (D) ଉଦ୍ୟେଶ୍ୟ
Correct Answer :- (C) କ୍ରିୟା
4. 'ରାମଚନ୍ଦ୍ର ରାବଣ ଙ୍କୁ ବଧ କରିଥିଲେ' ଏଠାରେ କ୍ରିୟା ପଦ କେଉଁଟି ?
(A) ରାମଚନ୍ଦ୍ର (B) ରାବଣଙ୍କୁ
(C) ବଧ (D) କରିଥିଲେ
Correct Answer :- (D) କରିଥିଲେ
5. 'ଅକ୍ଷୟ ଗୋଟିଏ ଭଲ ଗୀତ ଗାଇଲେ' - ବାକ୍ୟ ରେ କର୍ମ ପଦଟି କିଏ ?
(A) ଅକ୍ଷୟ (B) ଭଲ
(C) ଗୀତ (D) ଗାଇଲେ
Correct Answer :- (C) ଗୀତ
6. ପଣ୍ଡିତ ଶିଷ୍ୟ ମାନଙ୍କୁ ଉପଦେଶ ଦେଲେ - ରଖାଙ୍କିତ ପଦଟି କେଉଁ ପ୍ରକାର ?
(A) ଗୌଣାକର୍ମ (B) ମୁଖ୍ୟକର୍ମ
(C) ଦିକର୍ମ (D) ସକର୍ମକ
Correct Answer :- (A) ଗୌଣାକର୍ମ
7. ବାକ୍ୟରେ ସଂବୋଧନ ପଦ କେଉଁଠାରେ ରଖାଯାଏ ?
(A) କେବଳ ଆରମ୍ଭରେ (B) କେବଳ ଶେଷରେ
(C) ଆରମ୍ଭରେ ବା ଶେଷରେ (D) ରଖାଯାଏ ନାହିଁ
Correct Answer:- (C) ଆରମ୍ଭରେ ବା ଶେଷରେ
8. ମତେ ଶକ୍ତି ଦିଅ ପ୍ରଭୁ ! - ବାକ୍ୟରେ କେଉଁଟି ସଂବୋଧନ ପଡ ଅଟେ ?
(A) ମତେ (B) ଶକ୍ତି
(C) ଦିଅ (D) ପ୍ରଭୁ
Correct Answer :- (D) ପ୍ରଭୁ
9. ଚତୁର ଲୋକ ସବୁଠି ଜିତନ୍ତୀ - ରଖାଙ୍କିତା ପଦଟି କି ପ୍ରକାର ଅଟେ ?
(A) ବିଶେଷ୍ୟ (B) ବିଶେଷଣ
(C) ମୁଖ୍ୟକର୍ମ (D) ଗୌଣାକର୍ମ
Correct Answer :- (B) ବିଶେଷଣ
10. ବାକ୍ୟରେ ବିଶେଷଣ ପଦ କେଉଁଠାରେ ବସେ ?
(A) ବିଶେଷ୍ୟ ପଦ ପୂର୍ବରୁ (B) ବିଶେଷ୍ୟ ପଦ ପରେ
(C) ବସେନାହିଁ (D) କର୍ତ୍ତା ପରେ
Correct Answer :- (A) ବିଶେଶ୍ୟ ପଦ ପୂର୍ବରୁ
11. ସକାଳେ କାମ ଆରମ୍ଭ ହୁଏ | - ବାକ୍ୟକୁ ନାସ୍ତିବାଚକ ବାକ୍ୟ ରେ ପରିବର୍ତନ କର |
(A) ସକାଳେ କାମ ହୁଏ କି ?
(B) ସକାଳୁ ଆରମ୍ଭ କର
(C) ସକାଳେ କାମ ଆରମ୍ଭ ହୁଏ ନାହିଁ
(D) ସକାଳେ କାମ କରିବା ଉଚିତ
Correct Answer :- (C) ସକାଳେ କାମ ଆରମ୍ଭ ହୁଏ ନାହିଁ
12. 'ନ' ଏହି ପାଦଟି ବାକ୍ୟର କେଉଁଠାରେ ବସେ ?
(A) ବାକ୍ୟର ଆରମ୍ଭରେ (B) କ୍ରିୟା ପଦ ପରେ
(C) କ୍ରିୟା ପଦ ପୂର୍ବରୁ (D) କ୍ରିୟା ପଦରେ
Correct Answer :- (C) କ୍ରିୟା ପଦ ପୂର୍ବରୁ
13. ନିମ୍ନକ୍ତ ମଧ୍ୟରୁ କେଉଁ ବାକ୍ୟ ରୂପଟି ପ୍ରକାର୍ଯ୍ୟକରୂପ ଅଟେ?
(A) ସାରଳ ବାକ୍ୟ (B) ଜଟିଳ ବାକ୍ୟ
(C) ପ୍ରଶ୍ନ ସୂଚକ ବାକ୍ୟ (D) ଯୌଗିକ ବାକ୍ୟ
Correct Answer :- (C) ପ୍ରଶ୍ନ ସୂଚକ ବାକ୍ୟ
14. ନିମ୍ନକ୍ତ ମଧ୍ୟରୁ କେଉଁ ବାକ୍ୟରୂପଟି ଗଠନାତ୍ମକ ରୂପ ଅଟେ ?
(A) ବିବୃତି ସୂଚକ ବାକ୍ୟ (B) ବିଷ୍ମୟ ସୂଚକ ବାକ୍ୟ
(C) ନାସ୍ତି ସୂଚକ ବାକ୍ୟ (D) ମିଶ୍ର ବାକ୍ୟ
Correct Answer :- (D) ମିଶ୍ର ବାକ୍ୟ
15. ନିମ୍ନକ୍ତ ମଧ୍ୟରୁ କେଉଁଟି ସଂଯୋଜକ ଅବୟ ନୁହେଁ ?
(A) ମାତ୍ର (B) ପ୍ରକୃତି
(C) କିନ୍ତୁ (D) ଓ
Correct Answer :- (B) ପ୍ରକୃତି
16. ନିମ୍ନକ୍ତ କେଉଁ ବାକ୍ୟ ରୂପଟି ଗଠନାତ୍ମକ ରୂପ ନୁହେଁ ?
(A) ସରଳ ବାକ୍ୟ (B) ବିଷ୍ମୟ ସୂଚକ ବାକ୍ୟ
(C) ଯୌଗିକ ବାକ୍ୟ (D) ଜଟିଳ ବାକ୍ୟ
Correct Answer :- (B) ବିଷ୍ମୟ ସୂଚକ ବାକ୍ୟ
17. ନିର୍ଦ୍ଧିଷ୍ଟ ବିଷୟକ ବକ୍ତବ୍ୟ ପ୍ରକାଶ କରୁଥିବା ବାକ୍ୟକୁ କ'ଣ କୁହାଯାଏ ?
(A) ବିବୃତୁ ସୂଚକ ବାକ୍ୟ (B) ଆଦେଶ ସୂଚକ ବାକ୍ୟ
(C) ବିଷ୍ମୟ ସୂଚକ ବାକ୍ୟ (D) ବକ୍ତବ୍ୟ ସୂଚକ ବାକ୍ୟ
Correct Answer :- (A) ବିବୃତି ସୂଚକ ବାକ୍ୟ
18. ଅନୁରୋଧ ଭାବ ପ୍ରକାଶ କରୁଥିବା ବାକ୍ୟକୁ କଣ କୁହାଯାଏ ?
(A) ଆଦେଶ ସୂଚକ ବାକ୍ୟ (B) ଅନୁରୋଧ ମୂଳକ
(C) ଅନୁରୋଧ ସୂଚକ ବାକ୍ୟ (D) ନାସ୍ତି ସୂଚକ ବାକ୍ୟ
Correct Answer :- Comment Your Answer
19. କୌଣସି ପ୍ରଶ୍ନର ସୂଚନା ପ୍ରଦାନ କରୁଥିବା ବାକ୍ୟକୁ କ'ଣ କୁହାଯାଏ ?
(A) ପ୍ରଶ୍ନବାଚକ ବାକ୍ୟ (B) ପ୍ରଶ୍ନସୂଚକ ବାକ୍ୟ
(C) ପ୍ରଶ୍ନମୂଳକ ବାକ୍ୟ (D) ପ୍ରଶ୍ନସୂଚିତ ବାକ୍ୟ
Correct Answer :- (B) ପ୍ରଶ୍ନ ସୂଚକ ବାକ୍ୟ
20. ଆଶ୍ଚର୍ଯ୍ୟ ଭାବ ପ୍ରକାଶ କରୁଥିବା ବାକ୍ୟକୁ କେଉଁ ବାକ୍ୟ କୁହାଯାଏ ?
(A) ବିବୃତି ସୂଚକ ବାକ୍ୟ (B) ଅନୁରୋଧ ସୂଚକ ବାକ୍ୟ
(C) ପ୍ରଶ୍ନ ସୂଚକ ବାକ୍ୟ (D) ବିଷ୍ମୟ ସୂଚକ ବାକ୍ୟ
Correct Answer :- (D) ବିଷ୍ମୟ ସୂଚକ ବାକ୍ୟ
21. ନାସ୍ତି ସୂଚକ ବାକ୍ୟ ରେ ନିମ୍ନକ୍ତ ମଧ୍ୟ ରୁ କେଉଁ ସୂଚନା ପ୍ରଦାନ କରିଥାଏ ?
(A) ବିଷ୍ମୟ ଭାବ ବାକ୍ୟ (B) କୌଣସି ପ୍ରଶ୍ନର ସୂଚନା
(C) ନାସ୍ତିର ସୂଚନା (D) ଆଦେଶ ଭାବ ପ୍ରକାଶ
Correct Answer :- (C) ନାସ୍ତିର ସୂଚନା
22. ଆଜ୍ଞା ! ମତେ ଟିକିଏ ସାହାର୍ଯ୍ୟ କରନ୍ତୁ | - ବାକ୍ୟରେ କେଉଁ ଭାବ ପ୍ରକାଶ ହୋଇଛି ?
(A) ଅନୁରୋଧ (B) ଆଦେଶ
(C) ପ୍ରଶ୍ନ ସୂଚନା (D) ବିଷ୍ମୟ ଭାବ
Correct Answer :- (A) ଅନୁରୋଧ
23. ଦୁଇଟି ସରଳ ବାକ୍ୟକୁ ଯୋଡି ଏକ ଯୌଗିକ ବାକ୍ୟ ଗଠନ କରିବା ପାଇଁ କେଉଁ ପଦ ବ୍ୟବହାର କରାଯାଏ ?
(A) ଅବ୍ୟୟ (B) ପଦ ସଂହତି
(C) ବିଶେଷଣ (D) ବିଶେଷ୍ୟ
Correct Answer :- (A) ଅଵ୍ୟୟ
24. ଆଜି କେତେ ତାରିଖ ? - ଏହା କି ପ୍ରକାର ବାକ୍ୟ ?
(A) ବିବୃତି ସୂଚକ (B) ପ୍ରଶ୍ନ ସୂଚକ
(C) ଅଦେଶାତ୍ମକ (D) ବିଶ୍ମାୟ ସୂଚକ
Correct Answer:- (B) ପ୍ରଶ୍ନ ସୂଚକ
25. ସତରେ ତମେ ଆସିଛ ! - ବାକ୍ୟ ଟି କେଉଁ ପ୍ରକାର ଅଟେ ?
(A) ବିବୃତି ସୂଚକ (B) ନାସ୍ତି ସୂଚକ
(C) ପ୍ରଶ୍ନ ସୂଚକ (D) ବିଷ୍ମୟ ସୂଚକ
Correct Answer :- (D) ବିଷ୍ମୟ ସୂଚକ
26. ତମର ନିୟମ ମୁଁ ପାଳି ପାରିବି ନାହିଁ | - ଏହା କି ପ୍ରକାର ବାକ୍ୟ ?
(A) ପ୍ରଶ୍ନ ସୂଚକ (B) ଆଦେଶ ସୂଚକ
(C) ନାସ୍ତି ସୂଚକ (D) ବିବୃତି ସୂଚକ
Correct Answer:- (C) ନାସ୍ତି ସୂଚକ
27. କବି ମାନଙ୍କ ମଧ୍ୟରେ ସରଳା ଦାସ ଆଦିକବି ଅଟନ୍ତି |- ଏହା କି ପ୍ରକାର ବାକ୍ୟ ?
(A) ବିଷ୍ମୟ ସୂଚକ (B) ବିବୃତି ସୂଚକ
(C) ଆଦେଶ ବାଚକ (D) ଅନୁରୋଧ ବାଚକ
Correct Answer:- (B) ବିବୃତି ସୂଚକ
28. ହରି ଭଲ ନାଚୁଛି ଓ଼ ସେଥିପାଇଁ ସୁନାମ ଅର୍ଜନ କରୁଛି | -ଏହା କି ପ୍ରକାର ବାକ୍ୟ ?
(A) ସରଳ (B) ଯୌଗିକ
(C) ଜଟିଳ (D) ମିଶ୍ର
Correct Answer:- (B) ଯୌଗିକ
29. ଯେହେତୁ ଝଡ କମିଗଲା ତେଣୁ ପିଲାମାନେ ନିଜ ନିଜ ଘରକୁ ଫେରିଲେ | -ଏହା କି ପ୍ରକାର ବାକ୍ୟ ?
(A) ସରଳ (B) ଯୌଗିକ
(C) ଜଟିଳ (D) ମିଶ୍ର
Correct Answer :- (C) ଜଟିଳ
30. କେଉଁ ପ୍ରକାର ବାକ୍ୟର ସମନ୍ୱିତ ରୂପକୁ ମିଶ୍ର ବାକ୍ୟ କୁହଯାଏ ?
(A) ସରଳ ବାକ୍ୟ (B) ଯୌଗିକ ବାକ୍ୟ
(C) ଜଟିଳ ବାକ୍ୟ (D) ଯେ କୌଣସି ପ୍ରକାର
Correct Answer:- (D) ଯେ କୌଣସି ପ୍ରକାର
31. ବିଜୁ ବାବୁ ଓଡ଼ିଶାରେ କାହାକୁ ଅଜଣା ନୁହନ୍ତି | -ଏହା କି ପ୍ରକାର ବାକ୍ୟ ?
(A) ପ୍ରଶ୍ନ ସୂଚକ (B) ବିଷ୍ମୟ ସୂଚକ
(C) ଆଦେଶ ସୂଚକ (D) ନାସ୍ତି ସୂଚକ
Correct Answer:- (D) ନାସ୍ତି ସୂଚକ
32. ମା' ଙ୍କର ରନ୍ଧା ଚାଲିଛି | -ଏହା କି ପ୍ରକାର ବାଚ୍ୟ ?
(A) କର୍ତୁ ବାଚ୍ୟ (B) କର୍ମ ବାଚ୍ୟ
(C) ଭାବ ବାଚ୍ୟ (D) ଉଦ୍ୟେଶ୍ୟ
Correct Answer:- (B) କର୍ମ ବାଚ୍ୟ
Video Link for more Questions👉
ଆଶା କରୁଛି ପ୍ରଶ୍ନ ଗୁଡିକ ଆପଣ ମାନଙ୍କୁ ବହୁତ ପସନ୍ଦ ଆସିଥିବା ଯଦି ପ୍ରଶ୍ନ ଗୁଡିକ ପସନ୍ଦ ଆସିଥାଏ ତୋ ଆମକୁ follow କରନ୍ତୁ social media ରେ ଏବଂ ଏହାର video ଦେଖିବା ପାଇଁ ଆମ Youtube channel କୁ SUBASCRIBE କରନ୍ତୁ ଏବଂ VIDEO କୁ ENJOY କରନ୍ତୁ .
THANKS FOR VISITING US
Competitive24×7👉Visit Now
0 Comments